ଭୁବନେଶ୍ୱର: ରାୟଗଡାରୁ ଭୁବନେଶ୍ୱରକୁ ଗଡିବ ବସ । ଜରୁରୀକାଳୀନ ବସ ସେବା ଉପଲବ୍ଧ ହେବ । ରାୟଗଡା ଜିଲ୍ଲା ଡ୍ରାଇଭର ସଂଘ ଓ ସମ୍ପାଦକଙ୍କ ସହ ଆଲୋଚନା । ଆଲୋଚନା କଲେ ଘରୋଇ ବସ ସଂଘର ସଭାପତି ।