20.1 C
Bhubaneswar
Sunday, December 7, 2025
Homeଓଡିଶାଆଜି ସୁଦ୍ଧା ଡ୍ରାଇଭରଙ୍କ ସମସ୍ୟା ସମାଧାନ: ମନ୍ତ୍ରୀ

ଆଜି ସୁଦ୍ଧା ଡ୍ରାଇଭରଙ୍କ ସମସ୍ୟା ସମାଧାନ: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଆଜି ରାତି ସୁଦ୍ଧା  ଆଲୋଚନା ପରେ  ସମସ୍ୟାର  ସମାଧାନ ହୋଇଯିବ । ଡ୍ରାଇଭରମାନଙ୍କ ପ୍ରାୟ  ଦାବି ରାଜ୍ୟ ସରକାର ମାନି ନେବେ । ରାଜ୍ୟରେ  ପେଟ୍ରୋଲ- ଡିଜେଲ ଅଭାବ କରାଇ ଦେବୁ ନାହିଁ । କେହି ପାନିକ ହୁଅନ୍ତୁ ନାହିଁ । ଟାଙ୍କିରେ ତେଲ ମହଜୁତ ଅଛି ।  ରାଜ୍ୟରେ ଖାଦ୍ୟ ସାମଗ୍ରୀର କିଛି ଅଭାବ ନାହିଁ । କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କାଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking