19.1 C
Bhubaneswar
Monday, December 8, 2025
Homeଓଡିଶାଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ପୁଷା ମୁଣ୍ଡାଙ୍କ ସରକାରୀ ଗାଡିରୁ  ନଗଦ ୩ ଲକ୍ଷ ଜବତ  କରିଛି ଭିଜିଲାନ୍ସ ବିଭାଗ ।  ଛତ୍ରପୁର ନିକଟସ୍ଥ ଜାତୀୟ ରାଜପଥ  ନିକଟରେ ତାଙ୍କ ଗାଡିରୁ ୩ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି । ପୁଷାମୁଣ୍ଡାଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରିବା ପରେ ତଦନ୍ତ ଜାରି ରଖିଛି ବିଭାଗ ।  ନଗଦ ୩ ଲକ୍ଷ  ଟଙ୍କା ପୁଷା ମୁଣ୍ଡାଙ୍କ ଗାଡିରେ  ଥିବା ନେଇ ଏବେ ପ୍ରଶ୍ନ ଉଠୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking