25.1 C
Bhubaneswar
Saturday, December 6, 2025
Homeଓଡିଶାଟ୍ରାଭେରା ଦୁର୍ଘଟଣା: ଜଣେ ମୃତ, ୭ ଆହତ

ଟ୍ରାଭେରା ଦୁର୍ଘଟଣା: ଜଣେ ମୃତ, ୭ ଆହତ

କୋଣାର୍କ: ବିଦ୍ୟୁତ ଖୁଣ୍ଟକୁ ପିଟିଲା ଟ୍ରାଭେରା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଚନ୍ଦ୍ରଭାଗା ପୁରୀ ବେଳାଭୁମି ମାର୍ଗରେ ଘଟିଛି ଦୁର୍ଘଟଣା ।  ଦୁର୍ଘଟଣା ପରେ ଗାଡି ଉପରେ ଛିଡିପଡିଲା ୧୧ କେଭି ବିଦ୍ୟୁତ ତାର । ଡ୍ରାଇଭରକୁ      ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ  ଆସି ଯୁବକଙ୍କ ମୃତ୍ୟୁ ହୋଇଛି ।  ମୃତକ ହେଉଛନ୍ତି, ଜଗତସିଂହପୁରର ନାଉଗାଁର ।  ଟ୍ରେଭେରାଟି ପୁରୀରୁ କୋଣାର୍କ ଯାଉଥିଲା ।  ସ୍ଥାନୀୟ ଅଌଶଗ୍ଧ;୍‌ଚଳରେ ଚାପା ଉତ୍ତତ୍ତେନା ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking