15.1 C
Bhubaneswar
Saturday, December 6, 2025
Homeଓଡିଶାମହିଳାଙ୍କୁ ଜାଳିଦେଲେ!

ମହିଳାଙ୍କୁ ଜାଳିଦେଲେ!

ବାଲେଶ୍ୱର: ବାଲେଶ୍ୱରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଅସିଛି । ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଟାଉନ ଥାନା ବଙ୍କାଖଜୁରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଶାଶୁ ଘର ବିରୋଧରେ ହତ୍ୟା ଅଭିଯୋଗ ଅଣିଲେ ବାପା ଘର ଲୋକେ । ଅଭିଯୋଗ କ୍ରମେ ଘଚଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking