32.1 C
Bhubaneswar
Saturday, February 14, 2026
Homeଓଡିଶାତାଳି ମାରି ଟଳି ପଡିଲେ ଆଶା ଦିଦି

ତାଳି ମାରି ଟଳି ପଡିଲେ ଆଶା ଦିଦି

ମାଥିଲି: ପ୍ରଶିକ୍ଷଣ ବେଳେ ଟଳିପଡିଲେ ଆଶାଦିଦି । ଟଳିପଡିଲେ ବଣ୍ଡାଘାଟିର ଆଶାଦିଦି । ଖଇରପୁଟ କଲ୍ୟାଣମଣ୍ଡପରେ ଚାଲିଥିଲା ଆରୋଗ୍ୟପଥ ପ୍ରଶିକ୍ଷଣ । ପ୍ରଶିକ୍ଷଣ ମଝିରେ ତାଳି ମାରି ମାରି ଟଳି ପଡି କିର୍ଷାନୀପଡାର ଆଶାଦିଦିଙ୍କ ମୃତ୍ୟୁ ଘଟିଛି । ହୃଦଘାତରେ ମୃତ୍ୟୁ ହୋଇଥିବା ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ର ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking