19.1 C
Bhubaneswar
Monday, December 8, 2025
Homeଓଡିଶାବିଏମସି ଆକ୍ରମଣ: ଆଉ ଜଣେ ଗିରଫ

ବିଏମସି ଆକ୍ରମଣ: ଆଉ ଜଣେ ଗିରଫ

ଭୁବନେଶ୍ୱର: ବିଏମସି ଘଟଣାରେ  ଚତୁର୍ଥ ଅଭିଯୁକ୍ତ ସଞ୍ଜୀବ  ମିଶ୍ର ଗିରଫ ହୋଇଛନ୍ତି । କିଛି ସମୟ ପୂର୍ୱରୁ ବିଜେପିରୁ ନିଲମ୍ବିତ ହୋଇଥିଲେ ସଞ୍ଜୀବ । କାଲି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।  ଆକ୍ରମଣରେ ଗିରଫଡରି 4କୁ ବୃଦ୍ଧି ହୋଇଛି   ବିଜେପିର ୫ କର୍ମୀଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି   ା ହିଂସାକାଣ୍ଡ ପାଇଁ ପ୍ରାଥମିକ ସଦସ୍ୟ ପଦରୁ  ନିଲମ୍ବନ କରାଯାଇଛି । କର୍ପୋରେଟର ଅପରୂପ ରାଉତ ନିଲମ୍ବନ ହୋଇଛନ୍ତି । ଏବା ସହିତ ରଶ୍ମିରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚ୍ଚିକାନ୍ତ ସ୍ୱାଇଁ , ସଞ୍ଜିବ ମିଶ୍ର ନିଲମ୍ବନ ହୋଇଛନ୍ତି ।  ସୂଚନା ଥାଉ କି, ଆସନ୍ତାକାଲି ବିଏମସି ଅଫିସରେ ପଶି  ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ  ବିଧା, ଗୋଇଠା, ଚାପୁଡା ମାରିଥିଲେ  ୫ରୁ ୬ ଜଣ ବ୍ୟକ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking