21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ।  ଗତକାଲି ରାତିରେ ବାଦଲ ଫଟା ବର୍ଷା ପରେ ରାଜ୍ୟରେ ଭୟାବହ ସ୍ଥିତି ଉପୁଜିଛି ।  ମଣ୍ଡିରେ ୪ଟି ସ୍ଥାନରେ  ବାଦଲ ଫଟା ବର୍ଷା ପରେ ଭୁସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।  ଅଶାନ୍ତ ନଦୀକୁ ଦେଖି  ଭୟଭାତ ହୋଇଛନ୍ତି ଲେକେ ।  ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୧୩ ଜଣ ଆହତ ହୋଇଛନ୍ତି ।  ନଦୀରେ ବନ୍ୟା ଆସିବାରୁ ଅନେକ ନିଖୋଜ ଅଛନ୍ତି ।   ବ୍ୟାସ ନଦୀ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ।   ସେପଟେ ମଣ୍ଡିରେ ପ୍ରବଳ ବର୍ଷା ଜାରି ରହିଛି । ସ୍ଥିତିକୁ ଦେଖି ଜିଲ୍ଲାରେ  ଆଜି ସମସ୍ତ ଶିକ୍ଷାନୁଷ୍ଠାନ  ବନ୍ଦ ରଖିବାକୁ  ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ । କେବଳ ହିମାଚଳ ପ୍ରଦେଶ ନୁହେଁ , ଉତ୍ତର ଭାରତର ସବୁ ରାଜ୍ୟରେ ବର୍ଷା ଲାଗି ରହିଛି ଜୁଲାଇ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ  ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପୂର୍ୱାନୁମାନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking