21.1 C
Bhubaneswar
Saturday, December 6, 2025
Homeଓଡିଶା ଶ୍ରୀଗୁଣ୍ଡିଚା ଯାତ୍ରା ନୀତି

 ଶ୍ରୀଗୁଣ୍ଡିଚା ଯାତ୍ରା ନୀତି

ପୁରୀ: ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ ।  ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା  ଦାରୁବିଗ୍ରହ ରଥାରୁଢ ।  ୨ଟା୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ହେବ । ଚାରମାଳ ଫିଟାଯାଇ ଅପରାହ୍ମ ୪ଟାରେ ରଥଟଣା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking