28.1 C
Bhubaneswar
Sunday, March 29, 2026
Homeଓଡିଶାନର୍ସିଂ ସାର୍ଟିଫିକେଟ ବାହାନାରେ ଦୁଷ୍କର୍ମ

ନର୍ସିଂ ସାର୍ଟିଫିକେଟ ବାହାନାରେ ଦୁଷ୍କର୍ମ

ବ୍ରହ୍ମପୁର: ଗୋପାଳପୁର ଲଜ୍ଜା ଘଟଣା ନସରୁଣୁ ଆଉ ଗୋଟିଏ ଖବର  ବ୍ରହ୍ମପୁରରୁ  ସାମ୍ନାକୁ ଆସିଛି । ନର୍ସିଂ  ସାର୍ଟିଫିକେଟ ବାହାନାରେ ଦୁଷ୍କର୍ମ । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଶ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ନର୍ସିଂ ସାର୍ଟିଫିକେଟ କରାଇ ଦେବା ବାହାନରେ ଦୁଷ୍କର୍ମ ଅଭିଯୋଗ ହୋଇଛି ।  ଘରୋଇ କ୍ଲିନିକ ମାଲିକଙ୍କୁ  ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking