15.1 C
Bhubaneswar
Monday, February 9, 2026
Homeଓଡିଶାଗଳି ପୋଲ ପାଲଟିଛି ହ୍ରଦ

ଗଳି ପୋଲ ପାଲଟିଛି ହ୍ରଦ

ଯାଜପୁର: ଯାଜପୁର ରୋଡ଼ ଗଳି ପୋଲ ନିର୍ମାଣ ପାଇଁ ରେଳବାଇ ପକ୍ଷ ରୁ 5କୋଟି 16 ଲକ୍ଷ ଟଙ୍କା ମଂଜୁର କରାଯାଇ ଥିଲ l ସାଧାରଣ ନିର୍ବାଚନ ଆଗରୁ ଭିସି ମାଧ୍ୟମରେ ରେଳବାଇ ମନ୍ତ୍ରୀ ଶିଳାନ୍ୟାସ କରିଥିଲେ l ଏକ ବର୍ଷ ପରେ ଗଳି ପୋଲ ଆରମ୍ଭ ହେଲା ଠିକାଦାର ରେଳବାଇ ବିଭାଗର ଏ ଡି ଏନ୍ ଓ ଠିକା ଦlର୍ ମଧୁ ଚନ୍ଦ୍ରିକା ଯୋଗୁ ଗଳି ପୋଲ ନିର୍ମାଣ ଅତି ନିମ୍ନ ମାନ ହୋଇଛି l ଇଷ୍ଟିମେଣ୍ଟ ତ୍ରୁଟି ପୂର୍ଣ୍ଣ ଯୋଗୁ ଗଳି ପୋଲ ରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମା ହୋଇ ହୋଇ ସେଠାରୁ ଦୁର୍ଗନ୍ଧ ବାହାରୁଛି l ଯାତଆତରେ ବାଧା ସୃଷ୍ଟି ହେଉଛି l ରେଳ ଲାଇନ ସହର କୁ ଦୁଇ ଭାଗ କରୁ ଥିଲା ଗୋଟେ ଘଣ୍ଟା ଘଣ୍ଟା ଧରି ପଡି ରହୁଥିଲା ସହର ବିଭିନ୍ନ ସଂଗଠନ ବାରମ୍ବାର ଆନ୍ଦୋଳନ ହେଲା ପରେ ରେଳବାଇ ନିଦ ଭାଙ୍ଗିଲା ଗଳି ପୋଲ ପାଇଁ ଅର୍ଥ ମଞ୍ଜୁର ହୋଇ ବିଳମ୍ବ କାର୍ଯ୍ୟ ଆରମ୍ଭ ହେଲା କିନ୍ତୁ କାର୍ଯ୍ୟ ରେ ଲାଗିଲା ନାହିଁ l ପୋଲ ଉପରୁ ପାଣି ଝ୍ରୁଛି l ପୋଲ ର ଲମ୍ବ 30ମିଟର ଓସାର 5, 50ମିଟର ଓ ଉଚ୍ଚତା 2, 90ମିଟର ହୋଇ ଥିବାରୁ ଦୁଇଟି ଚାରି ଚକିଆ ଯାନବାହନ ଯାତ ଆତ ରେ ଅସୁବିଧା ହେବା ପୋଲ ଦୁଇ ପାର୍ଶ୍ଵ ଗାଢ଼ ରହିଚି ଏହାର ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରୁ ତୃଟି ପୂର୍ଣ୍ଣ ନିର୍ମାଣକୁ ସୁଧାରିବା ସଂଗେ ଠିକା ସଂସ୍ଥା ଓ ସଂପୃକ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହର ର ବିଭନ୍ନ ସଂଗଠନ ପକ୍ଷ ରୁ ଦାବୀ ହେଇଛି l ପୋଲ ହ୍ରଦ ପାଲଟିଛି ଲୋକେ କହୁଛନ୍ତି l ଏହି ହ୍ରଦର ନାମ ଦେ ଛନ୍ତି ଡବଲ ଇଞ୍ଜିନ ସରକାରଙ୍କ ବୈଷ୍ଟମ୍ୱ ହ୍ରଦ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking