15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଡିଜିସିଏର ବଡ଼ ପଦକ୍ଷେପ: ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍

ଡିଜିସିଏର ବଡ଼ ପଦକ୍ଷେପ: ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍

ନୂଆଦିଲ୍ଲୀ: ବିମାନ ସୁରକ୍ଷା ନେଇ ଡିଜିସିଏର ବଡ଼ ପଦକ୍ଷେପ । ବିମାନ ପରିଚାଳନା ନେଇ ହେବ ବିସ୍ତୃତ ସ୍ବତନ୍ତ୍ର ଅଡିଟ୍ । ଏନେଇ ଡିଜିସିଏର ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ ହୋଇଛି । ବିମାନର ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବ ସ୍ବତନ୍ତ୍ର ଅଡିଟ୍ । ରକ୍ଷଣାବେକ୍ଷଣ, ମରାମତିର ହେବ ପୁଙ୍ଖାନୁପୁଙ୍ଖ ଯାଞ୍ଚ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking