25.1 C
Bhubaneswar
Saturday, December 6, 2025
Homeଓଡିଶାଧକ୍କା ପରେ ଜଳିଗଲା ୨ ଗାଡି

ଧକ୍କା ପରେ ଜଳିଗଲା ୨ ଗାଡି

ରାୟଗଡା: ଦୁର୍ଘଟଣା ପରେ ଜଳିଗଲା ୨ଟି ଗାଡି । ମଝିଘରିଆଣୀ ମନ୍ଦିର ନିକଟରେ ଥିବା ବରିଜ ଉପରେ ଦୁର୍ଘଟଣା ଘଟିଛି । ପରସ୍ପର ସହ ଧକ୍କା ପରେ ଜଳିଗଲା ପିକଅପ ଭ୍ୟାନ ଏବଂ ଟ୍ରକ । ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପର୍ଘେଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ମଦ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking