ଭୁବନେଶ୍ୱର: ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପତାକା ଦେଖାଇ ଶୁଭାରମ୍ଭ କଲେ ମୋଦୀ । ନରାଜରେ ନିର୍ମିତ ଇଭି ବସ ଡିପୋର ଉଦଘାଟନ ହୋଇଛି । ଏହା ସହିତ ଲକ୍ଷପତି ଦିଦିଙ୍କୁ ସମ୍ବର୍ଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଓଡିଶା ଭିଜନ ୨୦୩୬ ପୁସ୍ତକ ଉନ୍ମୋଚନ କରିଛନ୍ତି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ଶୁଭାରମ୍ଭ ହେବ । ପ୍ରତି ପଞ୍ଚାୟତରେ ହେବ ଗୋଦାବରୀଶ ଆଦର୍ଶ ସ୍କୁଲ । ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ଶୁଭାରମ୍ଭ କରିଛନ୍ତି ।










