17.1 C
Bhubaneswar
Tuesday, December 9, 2025
Homeଓଡିଶାଝିଅ ଜନ୍ମ ପାଇଁ ମାରିଦେଲେ !

ଝିଅ ଜନ୍ମ ପାଇଁ ମାରିଦେଲେ !

ବାଲେଶ୍ୱର:  ବନ୍ଦ କୋଠରୀରୁ  ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।  ବାଲେଶ୍ୱର ଜିଲ୍ଲା ପଥରପୁରା ଗାଁରେ ଅଭାବନୀୟ ଘଟଣା ଘଟିଛି । ୧୦ ଦିନ ତଳେ କନ୍ୟା ଜନ୍ମ ଦେଇଥିଲେ । ଝିଅ ଜନ୍ମ ପାଇଁ ନିଯ୍ୟାତନା ଦିଆଯାଉଥିବା ବାପା ଘର ପକ୍ଷରୁ ଅଭିଯୋଗ  କରାଯାଇଛି । ସ୍ୱାମୀ ଓ ଶ୍ୱଶୁର ସମେତ ୩ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଝିଅର ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking