27.1 C
Bhubaneswar
Saturday, December 6, 2025
Homeଓଡିଶାକଟକରେ ଯୁବକଙ୍କୁ ଗଳାକାଟି ହତ୍ୟା

କଟକରେ ଯୁବକଙ୍କୁ ଗଳାକାଟି ହତ୍ୟା

କଟକ: କଟକରେ ଯୁବକଙ୍କୁ ଗଳା କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି ।  ବକ୍ସିବଜାର ସ୍ଥିତ  ସିଡିଏ ମାର୍କେଟ କମ୍ପେ୍ଲକ୍ସରେ ପଡିଛି ମୃତଦେହ । ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଛାନଭିନ କରିଛି ।  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ଭୟର ବାତାବରଣ ଖେଳିଯାଇଛି ।  ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking