21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶକୋଟିଏ ଦେଲେ ମୁଁ ୨ କୋଟି ଟଙ୍କା ଦେବି, ବାପାଙ୍କୁ ଫେରାଇ ଆଣିପାରିବ କି ?

କୋଟିଏ ଦେଲେ ମୁଁ ୨ କୋଟି ଟଙ୍କା ଦେବି, ବାପାଙ୍କୁ ଫେରାଇ ଆଣିପାରିବ କି ?

ଅହମଦାବାଦ: ଅହମଦାବାଦରେ ଏୟାର ଇଣ୍ଡିଆର ଏଆଇ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହେବା ପରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। ୨୪୧ଜଣ ମୃତଙ୍କ ପରିବାରବର୍ଗଙ୍କ ମଧ୍ୟରୁ କିଛି ପରିବାର ସଦସ୍ୟ ଅଭିଯୋଗ କରି କହିଛନ୍ତି କି, ଏତେ ବଡ଼ ଅଘଟଣ ଘଟିଯାଇଥିବା ସତ୍ତ୍ବେ ଏୟାର ଇଣ୍ଡିଆ ପକ୍ଷରୁ ଏଯାବତ କୌଣସି ପ୍ରକାର ଖବର କି ସମବେଦନା ଆସିନାହିଁ।ଭୟାବହ ବିମାନ ଦୁର୍ଘଟଣାରେ ବାପାଙ୍କୁ ହରାଇଥିବା ଫାଲଗୁନି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କିଏ କହି ପାରିବ କି ମୋ ବାପାଙ୍କର କ’ଣ ଭୁଲ ଥିଲା ଯିଏକି ଏହି ବିମାନରେ ବସିଥିଲେ।କୋଟିଏ ଦେଲେ ମୁଁ ଆପଣଙ୍କୁ ଦୁଇକୋଟି ଦେବି.. ମୋ ବାପାଙ୍କୁ ଫେରାଇ ଆଣିପାରିବେ କି ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking