21.1 C
Bhubaneswar
Monday, December 8, 2025
Homeଓଡିଶାଆଜିଠୁ ଖସିବ ତାପମାତ୍ରା: ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା

ଆଜିଠୁ ଖସିବ ତାପମାତ୍ରା: ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି ଓ ବର୍ଷାରେ ଭିଜିବ ରଜ ।  ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା ଓ ଦିନର ତାପମାତ୍ରା ଆଜିଠୁ ୨ରୁ ୩ ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । କାରଣ ରାଜ୍ୟକୁ ପୁଣି ଫେରୁଛି ମୌସୁମି ଜନିତ ବର୍ଷା ଓ ଆସନ୍ତା ୧୪  ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମି ଜନିତ ପ୍ରବଳ ବର୍ଷା ହେବା ନେଇ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓ ପୁଣି ଏଭଳି ପରିସ୍ଥିତିରେ ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହୋଇପାରେ । ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ବିଭାଗ ଓ ଗତ ୨୪ ଘଣ୍ଟା ଭିତରେ କାଳ ବୈଶାଖୀରେ ଜନିତ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  ଓ ୬୬.୪ ମିଲିମିଟର ପ୍ରବଳ ବର୍ଷା ହେବା ନେଇ ରେକଡ଼ କରିଛି ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking