19.1 C
Bhubaneswar
Saturday, February 7, 2026
Homeଓଡିଶାଜନଜାଗରଣ କାର୍ଯ୍ୟକ୍ରମକୁ ଆସିଲେନି ବିଜେଡି ଅସନ୍ତୁଷ୍ଟ ନେତା

ଜନଜାଗରଣ କାର୍ଯ୍ୟକ୍ରମକୁ ଆସିଲେନି ବିଜେଡି ଅସନ୍ତୁଷ୍ଟ ନେତା

ଭୁବନେଶ୍ୱର: ବିଜେଡିର ଜନଜାଗରଣ କାଯ୍ୟକ୍ରମକୁ ଆସିଲେନି ଅସନ୍ତୁଷ୍ଟ ନେତା । ରାଜା ସ୍ୱାଇଁ  , ଭୂପିନ୍ଦର ସିଂହ , ପ୍ରଫୁଲ୍ଲ ମଲ୍ଲିକ ଆସିଲେ ନାହିଁ । ଶଶିଭୂଷଣ ବେହେରା ଓ ସାଂସଦ ମୁନା ଖାନ ବି ଆସିଲେନି । ନିକଟ ଅତୀତରେ ଦଳ ପରିଚାଳନା ନେଇ ମତ ରଖି ବିବାଦୀୟ ହୋଇଥିଲେ । ଦଳ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ କାରଣ ପାଇଁ ଆସି ନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking