31.1 C
Bhubaneswar
Saturday, February 7, 2026
Homeଓଡିଶାହାତୀପଲ ଘରମୁହାଁ: ୮୦ ହଜାର ଟଙ୍କା ଖାଇଗଲେ ହାତୀ

ହାତୀପଲ ଘରମୁହାଁ: ୮୦ ହଜାର ଟଙ୍କା ଖାଇଗଲେ ହାତୀ

କଟକ: ସରକାରୀ ରେକର୍ଡରେ ଜଙ୍ଗଲ ବଢୁଛି। କିନ୍ତୁ ବାସ୍ତବ ଅଲଗା। ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟର ଘୋର ଅଭାବ ଯୋଗୁଁ ଦିନକୁଦିନ ହାତିପଲ ଗାଁ ମୁହାଁ ହେଉଛନ୍ତି। ବନ ବିଭାଗର ସଚେତନତା କାର‌୍ୟ୍ୟକ୍ରମ କିଛି କାମରେ ଆସୁନି। ଲୋକେ ସର୍ବଦା କ୍ଷତି ସହୁଛନ୍ତି। ଜବୀନକୁ ବାଜିରେ ଲଗାଇ ଦିନ କାଟୁଛନ୍ତି। ଗତ କିଛି ଦିନ ହେବ ରାୟଗଡ଼ଶ ଜିଲ୍ଲା ବିଷମକଟକ ବ୍ଲକର ବିଭିନ୍ନ ଗାଁରେ ହାତୀ ପଶି ଉପଦ୍ରବ କରୁଛନ୍ତି। ଗତକାଲି ରାତିରେ ନାରାୟଣ ହୁଇକାଙ୍କ ପରିବାର ଲୋକ ହାତୀପଲର ଗର୍ଜନ ଶୁଣି ଘର ଛାଡ଼ି ଅନ୍ୟତ୍ର ଲୁଚି ଯାଇଥିଲେ। ହାତୀପଲ ଘରମୁହାଁ ହୋଇ ଚାଳ ଛପର ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେବା ସହ ଘରେ ରହିଥିବା କଷ୍ଟ ଉପାର୍ଜୀତ ଧାନ, ଚାଉଳ, ମାଣ୍ଡିଆ,ଘରର ଆସବାବପତ୍ର ସୋଲାରଲାଇଟ ନଷ୍ଟ କରି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking