17.1 C
Bhubaneswar
Tuesday, February 10, 2026
Homeଓଡିଶାବଦଳିଲେ ଭଦ୍ରକ ଏସ୍‌ପି

ବଦଳିଲେ ଭଦ୍ରକ ଏସ୍‌ପି

ଭଦ୍ରକ: ଆଜି ରାତିରେ ଭଦ୍ରକ ଏସ୍‌ପି ମଡ଼କର ସମ୍ବିତ ସମ୍ପତଙ୍କର ଭଦ୍ରକରୁ ବଦଳି ହୋଇଛି। ତାଙ୍କୁ ଭଦ୍ରକରୁ ନବରଙ୍ଗପୁର ଜିଲ୍ଲାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଭଦ୍ରକରୁ ନୂଆ ଏସପି ଭାବରେ ମନୋଜ କୁମାର ରାଉତଙ୍କୁ ଅବସ୍ଥାପିତ କରାଯାଇଛି। ଶ୍ରୀ ରାଉତ ଏବେ କେନ୍ଦୁଝର ଜିଲ୍ଲାରେ ଆଡିସନାଲ ଏସପି ଭାବରେ କର୍ଯ୍ୟକର ଥିଲେ। ତାଙ୍କୁ କେନ୍ଦୁଝରରୁ ଭଦ୍ରକ ଏସପି ଭାବରେ ପଦୋନ୍ନତି ଦିଆଯାଇଛି। ଜଣେ ଦକ୍ଷ ପୁଲିସ ଅଫିସର ଭାବରେ ଶ୍ରୀ ରାଉତ ବିଭିନ୍ନ ସମୟରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଭଦ୍ରକ ଭଳି ଏକ ସ୍ପର୍ଶକାତର ଜିଲ୍ଲାରେ ମନୋଜ ରାଉତଙ୍କ ଭଳି ଜାଣେ ଦକ୍ଷ ଅଧିକାରୀଙ୍କୁ ଏସପି ଭାବରେ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking