22.1 C
Bhubaneswar
Sunday, December 14, 2025
Homeଓଡିଶାସଫେଇରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ 

ସଫେଇରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ 

ଭୁବନେଶ୍ୱର: ସହରାଞ୍ଚଳରେ ସଫେଇ କାମ ନେଇ  ନଗର ଉନ୍ନୟନ ମନ୍ତ୍ରୀ   କୃଷ୍ଣଚନ୍ଦ୍ର   ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି ।  ସଫେଇ କାମ ଠିକରେ ନହେଲେ ହେବ କାର୍ଯ୍ୟାନୁଷ୍ଠାନ । ଆଉଟସୋର୍ସିଂ ସଂସ୍ଥା ବିରୋଧରେ  ନିଆଯିବ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ସ୍ଥଳେ ନୂଆ ସଂସ୍ଥାକୁ କାମ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking