19.1 C
Bhubaneswar
Friday, December 5, 2025
Homeଓଡିଶାରାଜଧାନୀରେ ସିରିଜ ଦୁର୍ଘଟଣା

ରାଜଧାନୀରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ୪ଟି ଗାଡିକୁ ପଛକୁ ପଛ ଧକ୍କା ଦେଲା କାର । ଅଟୋ ସାଙ୍ଗକୁ ୨ଟି କାରକୁ ପଛରୁ ଧକ୍କା ଦେଲା ଅନ୍ୟ ଏକ କାର । ଏକ ସରକାରୀ କ୍ୱାର୍ଟର ଗେଟ୍ ଭାଙ୍ଗି ଧସେଇ ପଶିଲା କାର । ଦୁର୍ଘଟଣାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାଟି ପ୍ରାୟ ୯:୩୦ ମିନଟ ସମୟରେ ଘଟିଥିବା ସୂଚନା । ଖାରବେଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଜଣେ ନିଶାଶକ୍ତ ଯୁବକଙ୍କ ପାଇଁ ଏହି ସିରିଜ କାର ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking