26.1 C
Bhubaneswar
Saturday, July 12, 2025
Homeଓଡିଶାଦୁର୍ବଳ ହେଲା ଲଘୁଚାପ, ମୌସୁମୀ

ଦୁର୍ବଳ ହେଲା ଲଘୁଚାପ, ମୌସୁମୀ

ଭୁବନେଶ୍ୱର: ଜୁନ ୧ରୁ ରାଜ୍ୟରେ ଦୁର୍ୱଳ ରହିବ ମୌସୁମୀ ବର୍ଷା । କିଛି ଦିନ ପାଇଁ ଦୁର୍ୱଳ ରହିବ ମୌସୁମୀ ବର୍ଷା । ୨ ସପ୍ତାହେ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ଲଘୁଚାପ ଦୁର୍ୱଳ ପରେ ମୌସୁମୀ ସକ୍ରିୟ ନାହିଁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । ଆଜି ଓଡିଶାର ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର,ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking