18.1 C
Bhubaneswar
Sunday, February 8, 2026
Homeଓଡିଶାଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

ଗଜପତି:  ଭିଜିଲାନ୍ସ ଜାଲରେ  ଆକାଉଣ୍ଟାଣ୍ଟ ।  କ୍ଷୁଦ୍ର ଜଳସେଚନ ବିଭାଗର ଆକାଉଣ୍ଟାଣ୍ଟ ନରେଶ ପଟ୍ଟନାୟକ ।  ଠିକାଦାରଙ୍କଠାରୁ  ୩୦ ହଜାର ଲାଞ୍ଚନେଇ ଘରାପଡିଲେ । ସରକାରୀ ବାସଭବନରେ ୭ ଜଣିଆ ଟିମ ଚଢାଉ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking