18.1 C
Bhubaneswar
Sunday, December 21, 2025
Homeଓଡିଶାଖୋଲିବ ଆଉ ୨୦ ସାଇବର ଥାନା

ଖୋଲିବ ଆଉ ୨୦ ସାଇବର ଥାନା

ଭୁବନେଶ୍ୱର: ରାଜ୍ୟରେ ନୂଆ ୨୦ ସାଇବର ଥାନାକୁ ଅନୁମୋଦନ ମିଳିଲା । ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଏବେ ରହିଛି ୧୪ଟି ସାଇବର ଥାନା । ସାଇବର ଅପରାଧ ରୋକିବା ଦିଗରେ ସହାୟକ ହେବ ।  ସାଇବର ଅପରାଧ ରୋକିବା ଦିଗରେ ଏହା ଏକ ବଡ ପଦକ୍ଷେପ  ା ଖୁବଶୀଘ୍ର ଜିଲ୍ଲାସ୍ତରରେ ଦିଆଯିବ ସାଇବର ତାଲିମ । ଏବେ ରାଜ୍ୟସ୍ତରରେ ଦିଆଯାଉଛି ମୁକାବିଲା ତାଲିମ । ଏନେଇ ସୂଚନା ଦେଲେ ପୋଲିସ ଡିଜି ୱାଇବି ଖୁରାନିଆ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking