21.1 C
Bhubaneswar
Saturday, December 6, 2025
Homeଓଡିଶାଭୁବନେଶ୍ୱର ମେୟରଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର ମେୟରଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ପୂର୍ବରୁ ବିରୋଧ କରି ସୁଲୋଚନାଙ୍କୁ  କରିଥିଲେ କଳାପତାକା ପ୍ରଦର୍ଶନ । ରାଜଭବନରୁ ଶିଶୁ ଭବନ ପଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା ଚାଲିଛି । ଏପଟେ ମେୟରଙ୍କ ମନ୍ତବ୍ୟକୁ ଭୁବନେଶ୍ୱରରେ ବିଜେପି ନିନ୍ଦା କରିଛି । କୁଶପୁତ୍ତଳିକା ଦାହ କରିଛି । ଭୁବନେଶ୍ୱର ମେୟର  ସୁଲୋଚନା ଦାସଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି । ଲୋୟର ପିଏମଜିରେ ବିଜେପି ପ୍ରତିବାଦ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking