21.1 C
Bhubaneswar
Monday, December 8, 2025
Homeଓଡିଶାଓଡ଼ିଶା ଗସ୍ତରେ ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦର ୨ ଜଣିଆ ଟିମ୍‌: ଖଣିଜ ପାଣ୍ଠି ଉପରେ...

ଓଡ଼ିଶା ଗସ୍ତରେ ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦର ୨ ଜଣିଆ ଟିମ୍‌: ଖଣିଜ ପାଣ୍ଠି ଉପରେ କରିବେ ସମୀକ୍ଷା

ଭୁବନେଶ୍ୱର: ପିଏମ୍‌ ଅର୍ଥନୈତିକ ପରାମର୍ଶଦାତା ପରିଷଦର ୨ ଜଣିଆ ଟିମ୍‌ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାରଠାରୁ ୨୩ ତାରିଖ ଯାଏ କେନ୍ଦୁଝର ଜିଲା ଗସ୍ତରେ ଯିବେ। କେନ୍ଦ୍ରୀୟ ଟିମ୍‌ କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଉପରେ ସମୀକ୍ଷା କରିବେ। ଏପରିକି କେନ୍ଦୁଝରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking