21.1 C
Bhubaneswar
Sunday, February 8, 2026
Homeଓଡିଶାଭଉଣୀକୁ ମାରିଦେଲେ ଭାଇ – ଭଉଣୀ

ଭଉଣୀକୁ ମାରିଦେଲେ ଭାଇ – ଭଉଣୀ

କୁଚିଣ୍ଡା: ବଡବାପାର ଅନ୍ତ୍ୟେଷ୍ଟିରେ ଭଉଣୀକୁ ହତ୍ୟା । ମଝିଆ ଭଉଣୀକୁ ହତ୍ୟାକଲେ ସାନ ଭାଇ ଓ ବଡ ଭଉଣୀ । ଉଭୟ ମିଶି ଛୁରୀ ଭୁସି ମଝିଆ ଭଉଣୀକୁ ହତ୍ୟା କଲେ । ବାମରା ଗୋବିନ୍ଦପୁର ମଝିପଡାରେ ଘଟଣାଟି ଘଟିଛି । ଭାଇ –ଭଉଣୀଙ୍କ ଝଗଡାରୁ ଅଭାବନୀୟ ଘଟଣା ଘଟିଛି । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking