25.1 C
Bhubaneswar
Saturday, February 7, 2026
Homeଓଡିଶାପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିତିଶ କୁମାରଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ ୍ରମୋଦିଙ୍କ କୁଶପୁତଳିକା ଦାହ

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିତିଶ କୁମାରଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ ୍ରମୋଦିଙ୍କ କୁଶପୁତଳିକା ଦାହ

ଭୁବନେଶ୍ୱର: ବିହାର ଦରଭଗାଂ ସ୍ଥିତ ଆମ୍ବେଦକର କଲ୍ୟାଣ ହଷ୍ଟେଲରେ ଛାତ୍ରମାନଙ୍କୁ ନେଇ ଏକ ସଭାର ଆୟୋଜନ କରିବାକୁ ଯାଇଥିବାବେଳେ ଲୋକସଭାର ବିରୋଧ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିହାରର ପୋଲିସ ଅଟକାଇଥିଲା। ଏହାକୁ ବିରୋଧ କରି ଆଜି ଭୂବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସର କର୍ମୀମାନେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପ୍ରଧାନ ମନ୍ତ୍ରୀ ନରେଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏବଂ ଏଥି ସହ କଂଗ୍ରେସ ଦଳର ବିରୋଧ ଦଳ ନେତାଙ୍କୁ ଏପରି ସଭାକରିବାକୁ ଅଟକାଇ ବା ସମ୍ପୂର୍ଣ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ କାର‌୍ୟ୍ୟ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋଶନ ରାଉତ, ରେ ଆୟୁସ, ଭିଭବାନୀ, ନରେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅନ୍ୟ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking