25.1 C
Bhubaneswar
Saturday, December 6, 2025
Homeଓଡିଶାଗୋଚାଲାଣ ବେଳେ ଦୁର୍ଘଟଣା: ୪୫ ଗୋରୁ ମୃତ

ଗୋଚାଲାଣ ବେଳେ ଦୁର୍ଘଟଣା: ୪୫ ଗୋରୁ ମୃତ

ପଟାଙ୍ଗୀ: କଣ୍ଟେନର ଦୁର୍ଘଟଣାରେ ୪୫ ଗୋରୁ ମୃତ । କଣ୍ଟେନରରେ ଗୋଚାଲାଣ ହେଉଥବା ନେଇ ଅଭିଯୋଗ । ସୁଙ୍କି ଘାଟି ଯୋଡିମାଦିଲି ନିକଟରେ ଦୁର୍ଘଟଣା ଘଟିଛି । ନବରଙ୍ଗପୁରରୁ ଆନ୍ଧ୍ରର ଆନାପୁରମ ହାଟକୁ ହେଉଥିଲା ଗୋରୁ ଚାଲାଣ । ଘଟଣାସ୍ଥଳରେ ପୋଲିସସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking