28.9 C
Bhubaneswar
Thursday, April 9, 2026
Homeଓଡିଶାଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ: ଖୁବଶୀଘ୍ର ଆଇନଗତ ପଦକ୍ଷେପ

ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ: ଖୁବଶୀଘ୍ର ଆଇନଗତ ପଦକ୍ଷେପ

ଭୁବନେଶ୍ବର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର ପରେ ବି  ଦୀଘାରେ ‘ଜଗନ୍ନାଥ ଧାମ’ ଫଳକ ହଟିନାହିଁ। ତେଣୁ ସରକାର ଖୁବଶୀଘ୍ର ଆଇନଗତ ପଦକ୍ଷେପ ନେବେ। ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର‌୍ୟ୍ୟାନୁଷ୍ଠାନ କ’ଣ ରହିବ  ସେନେଇ ତର୍ଜମା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking