27.6 C
Bhubaneswar
Wednesday, April 15, 2026
Homeଦେଶ ବିଦେଶ୧୪ ମାଓବାଦୀଙ୍କ ଆତ୍ମସମର୍ପଣ

୧୪ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଆତ୍ମସମର୍ପଣ କଲେ ୧୪ ମାଓବାଦୀ । ୧୪ ଜଣଙ୍କ ଭିତରେ ଅଛନ୍ତି ୫ ମହିଳା । ଛତିଶଗଡ଼ର ବସ୍ତର ଜିଲ୍ଲାର ସୁକୁମା ପୋଲିସ ନିକଟରେ କଲେ ଆତ୍ମସମର୍ପଣ । ୮ କ୍ୟାଡରଙ୍କ ନାଁରେ ଥିଲା ୧୬ ଲକ୍ଷ ଟଙ୍କା ପୁରଷ୍କାର । ପୁନର୍ବାସ ନୀତି ଅନୁଯାୟୀ ଥଇଥାନ ପ୍ରତିଶ୍ରୁତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking