28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଡିଜିଏମଓସ୍ତରୀୟ ଆଲୋଚନା ଶେଷ

ଡିଜିଏମଓସ୍ତରୀୟ ଆଲୋଚନା ଶେଷ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଡିଜିଏମଓସ୍ତରୀୟ ଆଲୋଚନା ଶେଷ । ଅସ୍ତ୍ରବିରତି ସହମତି ପରେ ପ୍ରଥମ ଥର ପାଇଁ କଲେ ଆଲୋଚନା । ଭାରତ-ପାକିସ୍ତାନ ଡିଜିଏମଓ ଆଲୋଚନା ଆଜି ପାଇଁ ଶେଷ ହୋଇଛି। ପାକିସ୍ତାନର ବଡି ଲାଙ୍ଗୁଏଜେ ପ୍ରତିରକ୍ଷାମୂଳକ ରହିଥିଲା। ପାକିସ୍ତାନ ଆଉ ଏହି ବିବାଦକୁ ଆଗକୁ ନେବ ନାହିଁ। ପାକିସ୍ତାନ କହିଛି ଯେ ଏହା ଅସ୍ତ୍ରବିରତି ଉଲ୍ଲଂଘନ କରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking