17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଏଲଓସିରେ ଫାୟାରିଂ: ୧୬ ମୃତ

ଏଲଓସିରେ ଫାୟାରିଂ: ୧୬ ମୃତ

ନୂଆଦିଲ୍ଲୀ: ଏଲଓସିରେ ମଧ୍ୟ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଘଂନ । କୁପୱାରା, ବରମୁଲ୍ଲା, ଉରୀ, ପୁଞ୍ଚ, ମେନ୍ଧର, ରଜୌରିରେ ଉଲ୍ଲଘଂନ । ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ । ଫାୟାରିଂରେ ଜାମ୍ମୁ-କାଶ୍ମୀରରେ ୧୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୫ ଶିଶୁ ଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking