ଭୁବନେଶ୍ୱର: ଅମିତ ଶାହଙ୍କ ଓଡିଶା ଗସ୍ତ ରହିଛି । ସମ୍ଭାବ୍ୟ ଯୁଦ୍ଧ ଯୋଗୁଁ ଅମିତ ଶାହଙ୍କ ଗସ୍ତ ବାତିଲ ରହିଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥାନ୍ତେ ଗୃହମନ୍ତ୍ରୀ ଅମିତ ଶାହ । ୧୦ ଓ ୧୧ ତାରିଖରେ ଓଡିଶା ଆସିଥାନ୍ତେ । ସମ୍ବଲପୁର ଓ ଭୁବନେଶ୍ୱରରେ କାଯ୍ୟକ୍ରମରେ ଯୋଗ ଦେବାର ଥିଲା । ଏନେଇ ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ ।









