ମାଲକାନଗିରି: କେରେଗୁଟା ଜଙ୍ଗଲରେ ଯବାନ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ୩୦୩ ବନ୍ଧୁକ ସହ ବିସ୍ଫୋରକ ଜବତ ହୋଇଛି । ୧୪ ଦିନର ଅପରେସନରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଶତାଧିକ ମାଓ ବଙ୍କର, ରାସନ ସାମଗ୍ରୀ ନଷ୍ଟ ହୋଇଛି ।