34.1 C
Bhubaneswar
Thursday, March 26, 2026
Homeଓଡିଶାହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ: ହାତୀ ଆକ୍ରମଣରେ  ମହିଳା ମୃତ । ଜଙ୍ଗଲକୁ  ପତ୍ର ଆଣିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । କରମଡିହି ଗୀତପଡା  ଜଙ୍ଗଲରେ  ହାତୀ ଆକ୍ରମଣ କରିଛି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking