13.1 C
Bhubaneswar
Sunday, December 7, 2025
Homeଓଡିଶାଦାରୁ ପ୍ରସଙ୍ଗ: ହସ୍ତକ୍ଷେପ କଲେ ଆଇନମନ୍ତ୍ରୀ

ଦାରୁ ପ୍ରସଙ୍ଗ: ହସ୍ତକ୍ଷେପ କଲେ ଆଇନମନ୍ତ୍ରୀ

ଭୁବନେଶ୍ୱର: ଦାରୁ ପ୍ରସଙ୍ଗରେ  ହସ୍ତକ୍ଷେପ କଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ମହାପ୍ରଭୁଙ୍କ ଭାବନା ସହ ଖେଳିଲେ ଦଣ୍ଡିତ ହେବେ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ  ଏବଂ ଆଇନ ସଚିବଙ୍କ ସହ ଆଲୋଚନା କଲେ ।  ଉଭୟଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ । ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ।  ଯିଏ ବି ଭୁଲ କରିଥିବେ ଦଣ୍ଡ ନିଶ୍ଚିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking