27.1 C
Bhubaneswar
Saturday, December 6, 2025
Homeଓଡିଶାଦୁର୍ଘଟଣା: ବାପ- ଝିଅ ମୃତ

ଦୁର୍ଘଟଣା: ବାପ- ଝିଅ ମୃତ

ମୟୁରଭଞ୍ଜ:  ଗଛରେ ପିଟି ହୋଇ ବାପ- ଝିଅଙ୍କର ମୃତ୍ୟୁ ହୋଇଛି । ପୁଅ ଗୁରୁତର ଅଛନ୍ତି ।  ଶରତ ଥାନା ରୁଗୁଡି ଛକ ନିକଟରେ ଗଛରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ହୋଇଛି ।  ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାରେ ଘଟିଛି । ଝିଅକୁ ହଷ୍ଟେଲରୁ ନେଇ ଫେରୁଥିବା ବେଳେ  ଦୁର୍ଘଟଣା ଘଟିଛି । ଗୁରୁତର ପୁଅକୁ  ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking