21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶପ୍ରକାଶ ପାଇଲା ଆଇଏସସି, ଆଇସିଏସଇ ରେଜଲ୍ଟ

ପ୍ରକାଶ ପାଇଲା ଆଇଏସସି, ଆଇସିଏସଇ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦଶମ  ଆଇସିଏସଇ, ଦ୍ୱାଦଶ ଆଇଏସସି ରେଜଲ୍ଟ । ସିଆଇଏସସିଇରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି  ା ଯେଉଁ ଛାତ୍ରଛାତ୍ରୀମାନେ 2025 ରେ ସେମାନଙ୍କର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ସେମାନେ cisce.org, results.cisce.org ରୁ ICSE ଏବଂ ISC 2025 ଫଳାଫଳ ଡାଉନଲୋଡ୍ କରିପାରିବେ । ମାର୍କ ସିଟ୍ ଡିଜିଲକରରେ ଉପଲବ୍ଧ ହେବ। ISC  ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୩, ୨୦୨୫ ରେ ଆରମ୍ଭ ହୋଇଥିଲା ଏବଂ ଏପ୍ରିଲ ୫, ୨୦୨୫ ରେ ଶେଷ ହୋଇଥିଲା। ICSE  ୧୦ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୮ରେ ଆରମ୍ଭ ହୋଇ ମାର୍ଚ୍ଚ ୨୭, ୨୦୨୫ ରେ ଶେଷ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking