ଭୁବନେଶ୍ୱର: ବଦ୍ରି ପାତ୍ରଙ୍କ କଥାକୁ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସମର୍ଥନ । ବହୁ ଦୃଷ୍ଟାନ୍ତ ଅଛି ଦୁର୍ନତିଗ୍ରସ୍ତ ଅଫିସର ଯୋଗସୂତ୍ର କରି ଦିଲ୍ଲୀ ପଳାଉଛନ୍ତି । ବ୍ୟକ୍ତିଗତ ସମ୍ପର୍କ ପାଇଁ ଆଇଏଏସ, ଆଇପିଏସ ଯୋଗସୂତ୍ରରେ ପଳାଉଛନ୍ତି । ସେମାନେ ଏଥିରେ ଧୂରନ୍ଧର, ସରକାର ଏଥିରେ କିଛି କରିବାର ନାହିଁ । ଅଫିସରମାନେ ବଦ୍ରି ବାବୁଙ୍କ ବିଜେଡି ସରକାର ବେଳେ ଦୁର୍ନତି କରିଥିଲେ । ଏବେ ହୁଏତ ଭୟରେ ଦିଲ୍ଲୀ ପଳାଉଥିବେ କହିଛନ୍ତି ପୂଣ୍ଣଚନ୍ଦ୍ର ସେଠୀ ।









