15.1 C
Bhubaneswar
Monday, December 22, 2025
Homeଓଡିଶାରାଜଧାନୀରେ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ

ରାଜଧାନୀରେ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜଧାନୀରେ ଟ୍ରକ ଭର୍ତ୍ତି ଗଞ୍ଜେଇ ଜବତ  ହୋଇଛି । ଖଣ୍ଡଗିରି ପାଦଦେଶରେଗଞ୍ଜେଇ ଜବତ ହୋଇଛି । ୫ କ୍ୱିଣ୍ଟାଲରୁ  ଅଧିକ ଗଞ୍ଜେଇ ଜବତ ହୋଇଛି ।  ଯାହାର ଆନୁମାନିକ ମୂଲ୍ୟ ୧ କୋଟି ରହିଛି । ଫୁଲବାଣୀରୁ ହିମାଚଳପ୍ରଦେଶ ଚାଲାଣ ହେଉଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking