ଭୁବନେଶ୍ୱର: ଭୁବନେଶ୍ୱର ଛାଡିଲେ ନଗ୍ମା ୟୁସୁଫ୍ । ବିଜେବି ନଗର ଅଞ୍ଚଳରେ ରହୁଥିଲେ ପାକିସ୍ତାନୀ ମହିଳା । ଲିଭ୍ ଇଣ୍ଡିଆ ନୋଟିସ୍ ପରେ ପୋଲିସ ନୋଟିସ୍ କରିଥିଲା । ୨୦୦୮ ରୁ ଭୁବନେଶ୍ୱରରୁ ରହି ଆସୁଥିଲେ । ମହମ୍ମଦ ନ୍ଜାମ ଉଦ୍ଦିନଙ୍କୁ ବିବାହ କରିଥିଲେ । ୨୦୨୪ ଡିସେମ୍ବରରେ ସରିଥିଲା ଭିସା ଅବଧି ।