31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକାଶ୍ମୀରରେ ୧୭୫ ସନ୍ଦିଗ୍ଧ ଅଟକ

କାଶ୍ମୀରରେ ୧୭୫ ସନ୍ଦିଗ୍ଧ ଅଟକ

ଜାମ୍ମୁକାଶ୍ମୀର: ପହଲଗାମ ଘଟଣା ପରେ ତଲାସୀ ଜୋରଦାର ଚାଲିଛି । ୧୭୫ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ଆର୍ମି, ସିଆରପିଏଫ ସହଯୋଗରେ ଅଟକ ରଖିଲା ଅନନ୍ତନାଗ ପୋଲିସ । ଅନନ୍ତନାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଅଟକ ରଖାଯାଇଛି । ଆତଙ୍କୀଙ୍କ ସହେଯାଗ ଯୋଗାଇବା ଅଭିଯୋଗରେ ଅଟକ ରଖାଯାଇଛି । ଦିନ ରାତି ସବୁବେଳେ ଚାଲିଛି ତଲାସୀ । ସଂଖ୍ୟା ବଢିବା ସମ୍ଭାବନା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking