14.1 C
Bhubaneswar
Sunday, December 7, 2025
Homeଓଡିଶାରାଜଧାନୀରୁ ଅପହୃତ ପିଲା ଉଦ୍ଧାର

ରାଜଧାନୀରୁ ଅପହୃତ ପିଲା ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣ କରିଛି ଅପହରଣକାରୀ ।  କିନ୍ତୁ କିଛି ଘଣ୍ଟା ଭିତରେ ଉଦ୍ଧାର ହୋଇଛି ଶିଶୁ । ଏୟାର ଫିଲ୍ଡ ଥାନା ପାଞ୍ଚଗାଁ ନିକଟରୁ ଉଦ୍ଧାର କରିଛି ପୋଲିସ ।  ମୁଣ୍ଡରେ ବନ୍ଧୁକ ଲଗାଇ କଳା କାରରେ ଅପହରଣ କରାଯାଇଥିଲା । ଅପହର୍ତ୍ତା ମାନେ ୨୦ ଲକ୍ଷ ଟଙ୍କା ମାଗିଥିବା ନେଇ ସୂଚନା ରହିଛି । ୩ଟି ପୋଲିସ ଟିମର ତ୍ୱରିତ ପଦକ୍ଷେପ ଯୋଗୁଁ ପିଲା ଉଦ୍ଧାର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking