21.1 C
Bhubaneswar
Thursday, December 18, 2025
Homeଓଡିଶାକୋଇଲା ଟ୍ରେନରେ ନିଆଁ

କୋଇଲା ଟ୍ରେନରେ ନିଆଁ

ସୋର: କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ସୋର ଷ୍ଟେସନ ନିକଟରେ ୨ଟି ବଗିରେ ଲାଗିଲା ନିଆଁ । ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଧାମରାରୁ ହାୱଡା ଯାଉଥିଲା କୋଇଲା ବୋଝେଇ ଟ୍ରେନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking