29.1 C
Bhubaneswar
Sunday, February 8, 2026
Homeଓଡିଶାଧର୍ମଶାଳାର ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଅଭିଯୋଗରେ ୪ଜଣ ଗିରଫ  

ଧର୍ମଶାଳାର ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଅଭିଯୋଗରେ ୪ଜଣ ଗିରଫ  

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳାର ପୁର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ଜିତୁଙ୍କୁ ଗତ13ତାରିଖ ଏକ ନିର୍ଦ୍ଧିଷ୍ଟ ଦଳର ସମର୍ଥକ ଦୁର୍ବୃତ୍ତ ମlନେ ଟେଙ୍ଗା ବାଡି ମରଣl ଅସ୍ତ୍ର ରେ ଆକ୍ରମଣ କରିବା ସଂଗେ ତାଙ୍କ ଗାଡ଼ିକୁ ଭଙ୍ଗା ରୁଜା କରି ଥିଲେ l ଜୀବନରୁ ମାରିଦେବା ପାଇଁ ପୁର୍ବତନ ବିଧାୟକ ସଙ୍ଗୀନ ଅବିଯୋଗ ଆଣି ଥିଲେ lଏହି ଆକ୍ରମଣ ଘଟଣା ଅଭିଯୋଗ ରେ ଚାରି ଜଣକୁ ଏସ୍ ଡି ପିଓ ଙ୍କ ନେତୃତ୍ଵ ପୋଲିସ ଗିରଫ କରିଛି ମୁଖ୍ୟ ଆସାମୀ ମାନେ ଫେରାର ଅଛନ୍ତି l ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନ ଚଢ଼ାଉ ଜାରି ରଖିଛି l ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସୁରେଶ ସାମଲ, ସୁଶାନ୍ତ ସାମଲ ରାଜେନ୍ଦ୍ର ବାରିକ ଅରୁଆ ଗ୍ରାମ ର ଓ କୁମାରୀ ଗ୍ରାମ ର ମନୋଜ ଦାସ l ସୂଚନା ଯୋଗ୍ୟ ଯେ ପୁର୍ବତନ ବିଧାୟକ ଅରୁଆରେ ଅନୁଷ୍ଟିତ ମା ହିଙ୍ଗୁଳା ଯଜ୍ଞ ଉତ୍ସବ ରେ ଯୋଗ ଦେବାକୂଯାଉ ଥିଲେ ପୋଲିସ ଉପସ୍ଥିତ ରେ ଏଭଳି କାଣ୍ଡ ଘଟି ଥିଲା l ପୋଲିସ ନୀରବ ଦଷ୍ଟାସାଜି ଥିଲା l ପୁର୍ବତନ ବିଧାୟକ ଏ ସଂପର୍କ ରେ ଯାଜପୁର ଏସପି ଙ୍କୁ ସୁଚନା ଦେଇ ଥିଲେ l ଦୁର୍ବୃତ୍ତ ମାନେ ବର୍ତ୍ତମାନ ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ସମର୍ଥକ ମାନେ ବୋଲି ବିଭନ୍ନ ଗଣମାଧ୍ୟମକୁ ସୁଚନା ଦେଇ ଥିଲେ l ବିଧାୟକଶ୍ରୀ ସାହୁ ଏହା କୁ ଖଣ୍ଡନ କରି ଥିଲେ l

ଏହି ଘଟଣା କୂ ନେଇ ଆରୋପ ପ୍ରତି ଆରୋପ ବିଧାୟକ ପୁର୍ବ ତନ ବିଧାୟକ ମଧ୍ୟ୍ୟ ରେ ଚାଲିଛି ଦୁଇ ଗୋଷ୍ଟିଙ୍କ ପକ୍ଷ ରୁ ଥାନା ରେ ପୃଥକ ପୃଥକ ଅଭିଯୋଗଧର୍ମଶାଳା ରେ ହୋଇଛି ହୋଇଛି lପୋଲିସ ଅଭିଯୋଗ ଉପ ରେ ତଦନ୍ତ ଜାରି ରଖିଛି ଅରୁଆ ଗ୍ରାମ ର ତିନି ଜଣ ଓ କୁମାରୀ ଗ୍ରାମ ର ଜଣ ଙ୍କୁ ଗିରଫ କରିଛି l ସେମାନଙ୍କୁ ଚଣ୍ଡିଖୋଲ କୋର୍ଟ ପଠାଇ ଡିଆ ଯାଇ ଛି ତିନି ଜଣ ଙ୍କ ଜାମିନ ନା ମଜୁର ହୋଇଛି ଜଣଙ୍କୁ ଜାମିନ ମିଳିଛି l ଧର୍ମଶାଳା ଅଶାନ୍ତ ହୋଇ ପଡ଼ି ଛି ପୋଲିସ ଉପସ୍ଥିତ ରେ ଗଣ୍ଡ ଗୋଳ ହେବା ଗଣ୍ଡ ଗୋଳ କାରୀ ମାନଂକୁ ଘଟଣା ସ୍ଥଳରେ ଗିରଫ ନ କରିବା ପୋଲିସ ର ପରିବା ପଣିଆ ଓ ଜିଲ୍ଲା ର ଆଇନ ଶୃଙ୍ଖଳା କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି  l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking