23.1 C
Bhubaneswar
Sunday, February 8, 2026
Homeଓଡିଶାହନୁମାନ ଜୟନ୍ତୀ: ଜଗିବେ ୨୦୦ ପ୍ଲାଟୁନ

ହନୁମାନ ଜୟନ୍ତୀ: ଜଗିବେ ୨୦୦ ପ୍ଲାଟୁନ

ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟରେ କଡା ସୁରକ୍ଷା । ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କ ସୂଚନା । ୧୦ କମ୍ପାନି ସିଏପିଏଫ, ୩ କମ୍ପାନି ଆରଏଏଫ ମୁତୟନ । ରାଜ୍ୟରେ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ । ୪୦ ଡ୍ରୋନ ସହ ୬୦୦ ସିସିଟିଭି ନଜରରେ ରହିଛି । ସମ୍ବଲପୁର ଉପରେ କଡା ନଜର ରହିଛି । ସୋସିଆଲ ମିଡିଆରେ ହେଉଥିବା ପୋଷ୍ଟ ଉପରେ କଡା ନଜର । ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking