19.1 C
Bhubaneswar
Saturday, February 7, 2026
Homeଓଡିଶାବାପାମାଆ ମୃତ, ପୁଅ ଆହତ

ବାପାମାଆ ମୃତ, ପୁଅ ଆହତ

ଯାଜପୁର: ଅଜଣା ଗାଡି ଧକ୍କାରେ ବାପାମାଆ ମୃତ, ପୁଅ ଆହତ । ପାଶିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ମେଡିକେଲରେ ସ୍ୱାମୀର ମୃତ୍ୟୁ ଘଟିଛି । କୁଆଖିଆରୁ ପାଶିକୋଇଲି ଯାଉଥିବା ବେଳେ ଦୁର୍ଘଟଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking